Surprise Me!

ଫୁଟବଲ ମୁଦ୍ରାରେ ମୁଖ୍ୟମନ୍ତ୍ରୀ ମୋହନ, କହିଲେ  'କେନ୍ଦୁଝର ହେବ କ୍ରୀଡ଼ା ହବ୍'

2025-08-04 71 Dailymotion

କେନ୍ଦୁଝରରେ ୬୪ତମ ବରିଷ୍ଠ ପୁରୁଷ ଆନ୍ତଃ ଜିଲ୍ଲା ଫୁଟବଲ ଚାମ୍ପିଅନସିପ ସାହାଣୀ କପ-୨୦୨୫। ବିଜେତା ଦଳକୁ ଟ୍ରଫି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

Buy Now on CodeCanyon